ଭୁବନେଶ୍ୱର: ପୁଣିଥରେ ରାଜଧାନୀବIସି ସାଇକେଲ ମଜା ନେଇପାରିବେ I ପ୍ରତ୍ୱେକଦିନ ହଜାର ହଜIର ଲୋକେ ରାଜଧାନୀକୁ ବିଭନ୍ନ କIମଲାଗି ଆସି ସେମାନଙ୍କୁ ଗମନଗଣମ ସୁବିଧା ସହ ପ୍ରଦୂଷଣ କମିବାରେ ସହାୟକ ହେବ I ଏହି ଯୋଜନIରେ ଲାଭ ସ୍କୁଲ କଲେଜ ସରକାରୀ କାର୍ଯ୍ୟାଳୟ ହସ୍ପିଟାଲ ରେଳବାୟ ଷ୍ଟେସନ ଆସୁଥିବା ଲୋକେ ଲାଭ ନେଇପାରିବେ I ତେଣୁ ପବ୍ଲିକ୍ ସାଇକେଲ ସେୟାରିଂ ପୁନଃଆରମ୍ଭ କରିବା ପାଇଁ BMC ଦିଲ୍ଲୀ ଫାର୍ମ ସହିତ 1 ବୁଝାମଣାପତ୍ର ସ୍ୱାକ୍ଷର କରିଛି।PBS ପୁନଃଡିଜାଇନରେ ନୂତନ ଟ୍ରାକ୍ ଏବଂ ଷ୍ଟେସନ ଅନ୍ତର୍ଭୁକ୍ତ ହେବ। ମୋ ସାଇକେଲ୍ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରରେ 400 ସାଇକେଲ୍ ଷ୍ଟାଣ୍ଡ ଏବଂ 2000 ସାଇକେଲ୍ ଅର୍ଡର କରାଯାଇଛି I ଉପଯୁକ୍ତ ଭିତ୍ତିଭୂମି ଏବଂ ସୁରକ୍ଷିତ ରାସ୍ତା ଯୋଜନା କରାଯାଇଛି।