Category: Odisha News

୧୮ ସୁଦ୍ଧା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା ବୋଲି ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା I ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ…

ନିଶାଙ୍କ ପାଇଁ ବନ୍ଧା ହେଲେ ୧୭ଜଣ

ଭୁବନେଶ୍ୱର: ନିଶାଙ୍କ ପାଇଁ ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ I ନିଶାଙ୍କ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ। ନିଶାଙ୍କ ନାଚକୁ ନେଇ କଡ଼ା ଆକ୍ସନ, ବନ୍ଧା ହେଲେ ଆୟୋଜକ, ବଦଳିଲେ…

ବାଲି ପରିବହନ ପାଇଁ ନୂଆ ନିୟମ

ଭୁବନେଶ୍ୱର: ବାଲି ବୋଝେଇ ଗାଡ଼ିକୁ ଘୋଡ଼ାଇବା ବାଧ୍ୟତାମୂଳକ ବୋଲି ପରିବହନ କମିଶନରଙ୍କ ନିର୍ଦ୍ଦେଶ I ​ବାଲି ଘାଟରୁ ବାହାରିବା ପୂର୍ବରୁ କଭର କରିବା ବାଧ୍ୟତାମୂଳକ କରାଯାଇଛି I ରାସ୍ତାରେ ବାଲି ଖସି ଦୁର୍ଘଟଣା ଘଟୁଥିବାରୁ କଡ଼ା ନିର୍ଦେଶ ଦିଆଯାଇଛି I ​ନିୟମ…

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା

ଭୁବନେଶ୍ବର :ଭୁବନେଶ୍ବରରେ ୧୫ଟି ଚାର୍ଜିଙ୍ଗ ଷ୍ଟେସନ ଉଦ୍‌ଘାଟିତ ହୋଇଛି I ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି I ରାଜ୍ୟ ସଡକ ପରିବହନ ନିଗମର ବସ୍‌ ପାଇଁ ସ୍ମାର୍ଟ କାର୍ଡର ଶୁଭାରମ୍ଭ, ଯାତ୍ରୀମାନେ କାଟିବେ କ୍ୟାସଲେସ୍ ଟିକେଟ୍ Iସଡକ ପରିବହନ…

ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମାଷ୍ଟରପ୍ଲାନ

ଭୁବନେଶ୍ୱର: ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମାଷ୍ଟରପ୍ଲାନ ଆସିଲା I ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର ସ୍ଥାପନ I ଏହାକୁ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ I ମେଗା ପ୍ଲାନକୁ ବାସ୍ତବ ରୂପ…

ଆଜିଠୁ ଆରମ୍ଭ ହେଲା ଶିସିର ସରସ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶିସିର ସରସ-୨୦୨୬ ଜାନୁଆରୀ ୧୦ ରୁ ୧୮ ଗ୍ରାମୀଣ ମେଳା ଅନୁଷ୍ଠିତ ହେବ I ଶିସିର ସରସ-୨୦୨୬ ଖୋଲିବା ସହିତ ଭୁବନେଶ୍ୱର ରଙ୍ଗ, କାରିଗରୀ ଏବଂ ସଂସ୍କୃତି ସହିତ ଜୀବନ୍ତ ହେବାକୁ ଯାଉଛି, ଯାହା…

ପିଲା ନ ଆସିଲେ ଘରକୁ ଯିବେ ଶିକ୍ଷକ

ଭୁବନେଶ୍ୱର : ଡ୍ରପ୍ ଆଉଟ୍ ହାରକୁ କମାଇବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ I ସ୍କୁଲ ଛାଡିବା ହାର ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ରାଜ୍ୟ ସରକାର ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ଯଦି କୌଣସି ଛାତ୍ର ସାତ…

ଆସିଲI ନୂଆ ପର୍ଯ୍ୟଟନ ନୀତି

ଭୁବନେଶ୍ୱର :ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବାଲାଗି ଘରୋଇ ନିବେଶକୁ ଆକର୍ଷିତ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ସଂଶୋଧିତ ପର୍ଯ୍ୟଟନ ନୀତି-୨୦୨୬କୁ ଅନୁମୋଦନ କରିଛି । ରାଜ୍ୟ ସାରା ହୋଟେଲ, ରିସର୍ଟ ଏବଂ ପର୍ଯ୍ୟଟନ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ପୁଞ୍ଜି ନିବେଶ…

ଆଜିଠୁଁ ଆରମ୍ଭ ହେଲା ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର : ରାଜଧାନରେ ଥିବା ଏକାମ୍ର କାନନରେ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଆରମ୍ଭ ହୋଇଛି I ଏହି ବର୍ଷ ବାର୍ଷିକ ଫୁଲ ପ୍ରଦର୍ଶନୀ 2026 ଜାନୁଆରୀ 9 ରୁ ଜାନୁଆରୀ 11 ମଧ୍ୟରେ ଅନୁଷ୍ଠିତ ହେବ।…

ସରକାରୀ ଅଧିକାରୀଙ୍କ ପାଇଁ ସ୍ବଦେଶୀ ଇମେଲ୍‌

ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାନ୍ସରେ ସୁଧାର ଆଣିଲେ ଓଡ଼ିଶା ସରକାର I ଏଣିକି ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ I ଓକାକ୍‌ ପକ୍ଷରୁ ଏହି ‘ଆଳାପ’ ଆପ୍‌କୁ ଡେଭଲପ୍‌ କରାଯାଇଛି I ଭିଡିଓ କନ୍‌ଫରେନ୍ସିଂ ସହିତ ଇମେଲ ପଠାଇବା ପାଇଁ…