Category: Uncategorized

କୁକୁର କାମୁଡ଼ିଲେ ସରକାର ଦେବେ କ୍ଷତି ପୂରଣ

ଭୁବନେଶ୍ୱର : ବୁଲା କୁକୁର ପ୍ରସଙ୍ଗରେ ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଯଦି ବୁଲା କୁକୁର କାହାକୁ କାମୁଡ଼ିବ କିମ୍ବା କୁକୁର କାମୁଡ଼ିବା ଯୋଗୁ କାହାର ମୃତ୍ୟୁ ହେବ, ତା’ହେଲେ ରାଜ୍ୟ ସରକାରଙ୍କ…

ପରେଡରେ ଯୋଗ ଦେବେ ପଶୁ ପକ୍ଷୀ

ଭୁବନେଶ୍ୱର: ଗଣତନ୍ତ୍ର ଦିବସ 2026 ପରେଡରେ ଏଥରକ ପଶୁ ଦଳ ଯୋଗ ଦେଉଛି I ଭାରତୀୟ ସେନା ଗଣତନ୍ତ୍ର ଦିବସ 2026 ପରେଡରେ ପଶୁ ଦଳକୁ ଡେବ୍ୟୁ କରିଛି I ପ୍ରଥମ ଥର ପାଇଁ, ଭାରତୀୟ ସେନାର ରିମାଉଣ୍ଟ ଏବଂ ପଶୁଚିକିତ୍ସା…

ଜିରୋ ନାଇଟ କଟକଣା

ଭୁବନେଶ୍ୱର: ଜିରୋ ନାଇଟ କଟକଣାଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ । ରାତି ୧୨ଟା ପରେ ମ୍ୟୁଜିକ୍ ମନା । ହୋଟେଲ, ବାର୍, ପବରେ ରାତି ୧୨ ପରେ କାର୍ଯ୍ୟକ୍ରମ ବନ୍ଦ । ଟ୍ୱିନ୍ ସିଟି ସୁରକ୍ଷା ପାଇଁ ରହିବେ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସଂଘର୍ଷ ଜାରି ରହିଥିବା ବେଳେ ବିବାଦୀୟ ସୀମାଞ୍ଚଳରେ ଭଗବାନ ବିଷ୍ଣୁଙ୍କ ଏକ ପ୍ରତିମାକୁ ନଷ୍ଟ କରିଦିଆଯାଇଛି । ସମ୍ବାଦ ସଂସ୍ଥା AFP ର ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରତିମା ଆନ୍ ସେସ୍‌…

ଜମାକାରୀଙ୍କ ପାଇଁ ଖୁସି ଖବର, ଫେରିପାଇବେ ଟଙ୍କା

ଭୁବନେଶ୍ୱର: ଚିଟଫଣ୍ଡ୍ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ରାଜ୍ୟ ସରକାରଙ୍କ ତତ୍ପରତା । ଏହାର ସୁଯୋଗ ନେବାକୁ ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଅନୁରୋଧ କରିଛି ଅର୍ଥ ବିଭାଗ । ଆସନ୍ତା ୨୦୨୬ ଜାନୁଆରୀ ୩୧ ତାରିଖ ଯାଏଁ ଟଙ୍କା ଫେରସ୍ତ…

ବିକ୍ରମଙ୍କୁ ମିଳିଲାନି ବେଲ୍

ଗଞ୍ଜାମ :ବିକ୍ରମଙ୍କୁ ମିଳିଲାନି ବେଲ୍ | ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର…

ପୁଣି ଫେରିଲା ଆପଣ ମାନେ ଖୁସି ତ ? …

ଆଜି ଆମେ ଆଲୋଚନା କରିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଇଲଗରୁ ଆପଣ ମାନେ ଖୁସି ତ ? ନୂଆପଡା ଉପ-ନିର୍ବାଚନର ଧାର୍ଯ୍ୟ ତାରିଖ ହେଉଛି ଆସନ୍ତା ୧୧ ତାରିଖ, ଏ କଥା ତ ଆପଣମାନେ ଜାଣିନ୍ତି ପ୍ରଚାର ମଇଦାନକୁ…