Category: Breaking News

ଗଞ୍ଜାମର ବିଭିନ୍ନ ସ୍ଥାନରେ ଇଡି ଚଢଉ

ବ୍ରହ୍ମପୁର,: ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ଚଢଉ କରାଯାଇଛି । ଜିଲାର ବିଜେଡି ନେତା ଓ ବ୍ୟବସାୟୀଙ୍କ ଘରେ ଏକ କାଳୀନ ଚଢଉ ଜାରି ରହିଛି । ଇଡିର ୫ ରୁ ଅଧିକ…

ବିଜେଡିରୁ ସନା ମହାକୁଡ ଓ ଅରବିନ୍ଦ ମହାପାତ୍ର ନିଲମ୍ବିତ

ଭୁବନେଶ୍ବର – ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ବିଜୟ ମହାପାତ୍ରଙ୍କ ପୁଅ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।…

ବିମାନ ଦୁର୍ଘଟଣାଗ୍ରସ୍ତର ହେବ ତଦନ୍ତ

ଭୁବନେଶ୍ୱର: ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ I ରାଉରକେଲାର ରଘୁନାଥପାଲିରେ ବିମାନ କ୍ରାସ୍ ହୋଇଛି I ଏହି ଦୁର୍ଘଟଣାରେ ପାଇଲଟ ସହ 6 ଗୁରୁତର ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ୯ ସିଟର ବିମାନ…

ବଢିବନି ବିଧାୟକଙ୍କ ଦରମା !

ଭୁବନେଶ୍ବର – ବିଧାନସଭାରେ ବିଧାୟକଙ୍କ ଦରମା ବିଲ୍ ପାରିତ ହେବା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଧାୟକଙ୍କ ଦରମା ତିନିଗୁଣା ବୃଦ୍ଦିକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଗରିବ ରାଜ୍ୟରେ ଧନୀ ବିଧାୟକ…

କଂଗ୍ରେସରୁ ବହିଷ୍କୃତ ହେଲେ ମୋକିମ

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସକୁ ସୁଧାରିବା ପାଇଁ ଚେଷ୍ଟା କରି ଶେଷରୁ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ । ରାଜ୍ୟରେ କଂଗ୍ରେସର ଦିଶାହୀନ ନେତୃତ୍ବ ଏବଂ ରାଷ୍ଟ୍ରୀୟସ୍ତରରେ ଖାଡଗେଙ୍କ ଭଳି ଜଣେ…