Category: World News

ପତ୍ନୀ ଓ ୩ ସମ୍ପର୍କୀଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ୱର: ପତ୍ନୀ ଓ ୩ ସମ୍ପର୍କୀଙ୍କୁ ଗୁଳି କରି ହତ୍ୟା ବର୍ତ୍ତିଲେ ୩ ପିଲା I ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୫୧ ବର୍ଷୀୟ ବିଜୟ କୁମାର। ଘଟଣା ବେଳେ ଘର ଭିତରେ କୁମାରଙ୍କ ୧୨ ବର୍ଷୀୟ ପୁଅଙ୍କ ସମେତ…

ବନ୍ଦ ହେବ ଦୁବାଇ ଭୁବନେଶ୍ବର ବିମାନ ସେବା

ଭୁବନେଶ୍ୱର: ମାର୍ଚ ୩୦ରୁ ବନ୍ଦ ହେବ ଦୁବାଇ-ଭୁବନେଶ୍ବର ଇଣ୍ଡିଗୋ ବିମାନ I ଏହି ସେବା ବନ୍ଦ ହେବା ପରେ ଦୁବାଇ ସହ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା ଦେଖାଦେଇଛି I ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କୁ ଦୁବାଇ ଓଡ଼ିଶା…

୨୪୨ଟି ବେଟିଂ ୱେବସାଇଟ୍ ବନ୍ଦ କଲେ ସରକାର

ଭୁବନେଶ୍ୱର: ବେଟିଂ ଏବଂ ଜୁଆ ୱେବସାଇଟ୍ ବନ୍ଦ ହେଲା I ଭାରତ ସରକାର 242ଟି ଅବୈଧ ବେଟିଂ ଏବଂ ଜୁଆ ୱେବସାଇଟ୍ ଲିଙ୍କ୍ ଅବରୋଧ କରିଛନ୍ତି। ଏପର୍ଯ୍ୟନ୍ତ 7,800ରୁ ଅଧିକ ଅବୈଧ ବେଟିଂ ଏବଂ ଜୁଆ ୱେବସାଇଟ୍ ହଟାଇ ଦିଆଯାଇଛି, ଅନଲାଇନ୍…

ଇରାନ ସ୍ଥିତି ଗମ୍ଭୀର :ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି I ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ (Iran…

ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା

ଭୁବନେଶ୍ୱର : ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି I ଭାରତରୁ ତାର ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ କରିଥିବା ଲିଖିତ ଦାବି ଖାରଜ ହୋଇଛି । ବିସିବି ଅନୁରୋଧ ଉପରେ ବଡ଼ ନିଷ୍ପତ୍ତି ଶୁଣାଛନ୍ତି…

ଯୌନ ଉତ୍ପୀଡନର ଶୀକାର ହୋଇଥିଲେ ମଡେଲ ଓଡେଲିଆ

ନୂଆଦିଲ୍ଲୀ : ମାଲେସିଆ ରାଜକୁମାର ଟେଙ୍ଗକୁ ଫାକରିଙ୍କ ସହ ତାଙ୍କର ବିବାହ ଅବୈଧ ଓ ବଳପୂର୍ବକ ଥିଲା ବୋଲି କହିଛନ୍ତି ଇଣ୍ଡୋନେସିଆ-ଆମେରିକୀୟ ମଡେଲ୍ ମନୋହାରା ଓଡେଲିଆ । ମାତ୍ର ଷୋହଳ ବର୍ଷ ହୋଇଥିବା ବେଳେ ମାଲେସିଆ ରାଜକୁମାରଙ୍କ ସହ ତାଙ୍କର ବଳପୂର୍ବକ…

ବାଂଲାଦେଶରେ IPLବ୍ୟାନ୍‌

ଭୁବନେଶ୍ୱର: ବାଂଲାଦେଶରେ IPL ପ୍ରସାରଣ ଉପରେ ଲାଗିଲା ବ୍ୟାନ୍‌ I ବ୍ୟାନ୍ ଲଗାଇଲେ ବାଂଲାଦେଶର ୟୁନୁସ୍ ସରକାର I କିଛି ଦିନ ଆଗରୁ ମୁସ୍ତାଫିଜୁରଙ୍କୁ KKR ବାଦ୍‌ ଦେବାରୁ ପାଲଟା ପଦକ୍ଷେପ ନେଲେ ବାଂଲାଦେଶର ସରକାର I କୋଲକାତା ନାଇଟ୍ ରାଇଡର୍ସ…

ଭାରତ ସହ ମାଦୁରୋଙ୍କ ସଂପର୍କ

ବ୍ୟରୋ :ଆମେରିକାର ଆକ୍ରମଣ ପରେ ଭେନଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋର ଏବେ ଆମେରିକାରେ ବନ୍ଦୀ । ତାଙ୍କୁ ଏବେ ଆମେରିକା ଅଦାଲତରେ ବିଚାରର ସମ୍ମୁଖୀନ ହେବାକୁ ପଡିବ । ତେବେ ମାଦୁରୋ ଓ ତାଙ୍କ…

ପୁଣି ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା

ଭୁବନେଶ୍ୱର: ବାଂଲାଦେଶର ଜଣେ ହିନ୍ଦୁ ବ୍ୟବସାୟୀ ଶରିୟତପୁର ଜିଲ୍ଲାରେ ଅଜ୍ଞାତ ଆକ୍ରମଣକାରୀଙ୍କ ନିର୍ମମ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି I ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ଖୋକନ ଦାସଙ୍କୁ ହତ୍ୟା କରାଯାଇଛି I ତାଙ୍କୁ ଗତ ୧ ତାରିଖରେ ଛୁରି ଭୁସି…

କାଲି ଦେଖାଯିବ ସୁପରମୁନ୍‌

ଭୁବନେଶ୍ୱର : କାଲି ଚଳିତବର୍ଷର ପ୍ରଥମସୁପରମୁନ୍‌’ ଦେଖିବାକୁ ମିଳିବ I ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ପୌଷ ପୂର୍ଣ୍ଣମୀର ପ୍ରଥମ ସୁପରମୁନ'ଭାବରେ ଦେଖାଯିବ Iକାଲି ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ।୨୦୨୬ ମସିହାର ଦ୍ବିତୀୟସୁପରମୁନ’…