ରାମୁ ହାତୀର କଙ୍କାଳ ଭୁବନେଶ୍ୱରରେ ଭରତପୁର ଜଙ୍ଗଲ ଭିତରେ ପୋତା ଯାଇଥିବା ସ୍ଥାନରୁ ଖୋଳି ବାହାର କରାଯାଇଛି ।
ରାମୁର କଙ୍କାଳ କୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରି ଚନ୍ଦକା ବନ ଖଣ୍ଡ ରେ ଗୋଡ଼ିବାରୀଠାରେ ରଖା ଯିବ |
କଙ୍କାଳ ଖୋଳି ବାହାର କରାଯିବ| ପରେ ସେଇ ହାଡ ଗୁଡ଼ିକୁ ଅଲଗା ଅଲଗା କରି କେମିକାଲ ଟ୍ରିଟମେଣ୍ଟ କରି,
ଦର୍ଶନୀୟ କରିବା ପାଇଁ ଯାହା ସବୁ ପଦ୍ଧତି ଅବଲମ୍ବନ କରାଯିବ।
Chief Wild Life Wardenଙ୍କ ତତ୍ୱାବଧାନରେ ସବୁ କାମ କରାଯିବ |