ଭିଜିଲାନ୍ସ ଜାଲରେ ସେମିଳିଗୁଡ଼ା ଫରେଷ୍ଟର
ଭୁବନେଶ୍ୱର : କୋରାପୁଟ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରୁ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ I ଫରେଷ୍ଟରଙ୍କର ୨କୋଠା ୭ପ୍ଲଟ୍‌ କେଜିଏ ସୁନା ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ୨ଟି ବହୁତଳ କୋଠା ସହିତ ଜଗତସିଂହପୁର ଓ ସେମିଳିଗୁଡ଼ାରେ ଅଛି ୭ଟି ଦାମୀ ପ୍ଲଟ୍ I ଫରେଷ୍ଟରଙ୍କର ପ୍ରାୟ ଏକକେଜିରୁ ଅଧିକ ସୁନା ଅଳଙ୍କାର ସହିତ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ I୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ I ସେତେବେଳେ ନିରଞ୍ଜନଙ୍କ ଦରମା ଥିଲା ୬୨୫ ଟଙ୍କା ଥିଲା I