ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ECI
ଶନିବାର ଓଡ଼ିଶା ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନର I୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜ୍ଞାନେଶ କୁମାର
ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ Iପରେ କୋଣାର୍କର ସୂର୍ଯ୍ୟମନ୍ଦିର ଯିବେ ECI I
୨୮ରେ ରଘୁରାଜପୁର, ଧଉଳି, ଖଣ୍ଡଗିରି, ଉଦୟିଗିରି, ମୁକ୍ତେଶ୍ବର ମନ୍ଦିର ବୁଲିବେ
୨୯ରେ OUATରେ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ କରିବେ I