ଭୁବନେଶ୍ୱର: ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ
ନଗଦ ଟଙ୍କା ଗ୍ରହଣ କରିବା ପାଇଁ RTOଙ୍କୁ ନିର୍ଦେଶ
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିଆଯିବ ସ୍ବତନ୍ତ୍ର ଦାୟିତ୍ବ
ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ହେବ ସହାୟକ
ମୋବାଇଲକୁ OTP ଯାଉ ନଥିବାରୁ ହେଉଥିଲା ସମସ୍ୟା
ମୋବାଇଲ ନମ୍ବର ଅପଡେଟ୍ ନଥିବାରୁ ଓଟିପି ଯାଉନଥିଲା
ପ୍ରଦୂଷଣ ସାର୍ଟିଫିକେଟ୍ ପାଇବା ପାଇଁ ହେଉଥିଲା ସମସ୍ୟା