ଭୁବନେଶ୍ୱର : ୩ IAS ଅଧିକାରୀଙ୍କୁ ପଦୋନ୍ନତି
ରାଜ୍ୟର ୩ IAS ଅଧିକାରୀଙ୍କୁ ପଦୋନ୍ନତି ଦେଲେ ସରକାର
ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର
ଆର୍‌. ସନ୍ଥନ ଗୋପାଳନ୍ ପ୍ରମୁଖ ସଚିବ ଭାବେ ପଦୋନ୍ନତି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅଛନ୍ତି ଗୋପାଳନ
IAS ଶାଳିନୀ ପଣ୍ତିତ ଓ ଡି. ଭେଙ୍କଟସ୍ଵାମୀଙ୍କୁ ପଦୋନ୍ନତି
କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଶାଳିନୀ, ଭେଙ୍କଟସ୍ବାମୀ