ଭୁବନେଶ୍ଵର : ସୁଦାନରୁ ଫେରିଲେ ଜଗତସିଂହପୁର ଜିଲାର ଓଡ଼ିଆ ଯୁବକ ଆଦର୍ଶ ବେହେରା
ବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶ
ବିଦ୍ରୋହୀ ଆତଙ୍କୀ ସଂଗଠନ RSF କରିଥିଲା ଅପହରଣ
କେନ୍ଦ୍ର ସରକାରଙ୍କୁ ଦେଲେ ଧନ୍ୟବାଦ |
କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଥିଲେ ରାଜ୍ୟ ସରକାର
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଦର୍ଶଙ୍କୁ ଫେରାଇ ଆଣିବାକୁ ହୋଇଥିଲା ଉଦ୍ୟମ