ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଅନୁ ଗର୍ଗ I ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପୂର୍ବରୁ ଦର୍ଶନ କଲେ I
ନୂଆବର୍ଷଲାଗି ପୁରୀରେ ପ୍ରସ୍ତୁତିର ସମୀକ୍ଷା କଲେ I ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ I
ମନୋଜ ଆହୁଜାଙ୍କ ଅବସର ପରେ ଜାନୁଆରି ୧ରୁ ନୂଆ ଦାୟିତ୍ବ ନେବେ ୧୯୯୧ ବ୍ୟାଚ୍‌ର IAS ଅଫିସର ଅନୁ ଗର୍ଗ I