ଭୁବନେଶ୍ୱର: ଜିରୋ ନାଇଟ କଟକଣା
ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ । ରାତି ୧୨ଟା ପରେ ମ୍ୟୁଜିକ୍ ମନା । ହୋଟେଲ, ବାର୍, ପବରେ ରାତି ୧୨ ପରେ କାର୍ଯ୍ୟକ୍ରମ ବନ୍ଦ । ଟ୍ୱିନ୍ ସିଟି ସୁରକ୍ଷା ପାଇଁ ରହିବେ ୧୮ ପ୍ଲାଟୁନ୍ ଫୋର୍ସ । ୨୯ଟି ସ୍ଥାନରେ ପୋଲିସର କଡା ନଜର । ନୂଆବର୍ଷ ପାଳନ ଲାଗି ଭୁବନେଶ୍ଵରେ କମିଶନରେଟ ପୋଲିସର କଡ଼ା ସୁରକ୍ଷା। ମଦ ପିଇ ଗାଡ଼ି ଚଳାଇଲେ ସିଜ ହେବ ଗାଡି I