୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
ଭୁବନେଶ୍ୱର ଏୟାରପୋର୍ଟରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ.I ଜବତ ହାଇଡ୍ରୋପୋନିକ୍‌ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ I ଶେଷ ସୂଚନା ଆଧାରରେ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) I ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କଠାରୁ ୪ଟି ପ୍ୟାକେଟ୍‌ରେ ହାଇଡ୍ରୋପୋନିକ୍ ଥିଲା Iବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ହାଇଡ୍ରୋପୋନିକ୍ ରହିଥିଲା I