ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍ ଫେରିଛି! ପୁଣି କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ହକି ମଜା ନେବI ସହ ଷ୍ଟାଡିୟମ ଲାଇଟ ସାଉଣ୍ଡ ମ୍ୟୁଜିକରେ ଝଲସିବ Iରାଜ୍ୟ ତଥା ରାଜ୍ୟବାହାରୁ ଅନେକ ଦର୍ଶକ ,ଖେଲପ୍ରେମୀ ,ପ୍ରସଶକ, ଖେଳାଳୀ ମାନଙ୍କ କରତାଳିରେ ଝୁମିବ କଳିଙ୍ଗ ଷ୍ଟାଡିୟମ I ଆଗକୁ ଭୁବନେଶ୍ୱରର କଳିଙ୍ଗଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ପ୍ଲେଅଫ୍ ଏବଂ ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ I ଚଳିତ ମାସ ୧୭-୨୬ ଜାନୁଆରୀ ୨୦୨୬ ଅନୁଷ୍ଠିତ ହେବ Iକଳିଙ୍ଗ ଷ୍ଟାଡିୟମ ଏବେ ଚଳଚଞ୍ଚଳ ହାଇ-ଅକ୍ଟେନ୍ ହକି ପାଇଁ I