Tag: bihar

ଭୁଶୁଡ଼ି ପଡ଼ିଲା 13କୋଟିର ରୋପୱେ

ଭୁବନେଶ୍ୱର :ବିହାରର ରୋହତାସ ଜିଲ୍ଲାରେ ନିର୍ମାଣାଧୀନ ରୋପୱେ ଭୁଶୁଡ଼ି ପଡ଼ିଛି ନୂତନ ବର୍ଷ ଆରମ୍ଭ ହେବାର କିଛି ଦିନ ପୂର୍ବରୁ। କୋଲକାତାର ଏକ କମ୍ପାନୀ, RRPL, କୁ ନିର୍ମାଣ କାର୍ଯ୍ୟ ନ୍ୟସ୍ତ କରାଯାଇଛି। 1,324 ମିଟର ଲମ୍ବା ଏହି ରୋପୱେ 12.35…