Tag: death

ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ I ସେ ୮୦ ବର୍ଷ ବୟସରେ ମଙ୍ଗଳବାର ଭୋର ସମୟରେ ମୃତ୍ୟୁବରଣ କରିଛନ୍ତି I ସେ ପୂର୍ବରୁ ଲିଭର ସିରୋସିସ୍ ଏବଂ ସମ୍ପ୍ରତି ଫୁସଫୁସ ସଂକ୍ରମଣ ଭଳି ଦୀର୍ଘସ୍ଥାୟୀ ରୋଗ ସହିତ ଜଡିତ…