“UNESCO” ତାଲିକାରେ ଅନ୍ତର୍ଭୁକ୍ତ ହେଲା ଦୀପାବଳି |
ଭାରତର ଉତ୍ସବ ସଂସ୍କୃତିର ଆତ୍ମା ଦୀପାବଳି ପର୍ବ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ଏବଂ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଦୀପାବଳି ପର୍ବ ଆମର ସଂସ୍କୃତି, ପରମ୍ପରା ଏବଂ…

