Tag: docter strike

କଳାବ୍ୟାଜ୍ ପିନ୍ଧି ରୋଗୀ ଦେଖୁଛନ୍ତି ଡାକ୍ତର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ। କଳାବ୍ୟାଜ୍ ପିନ୍ଧି ଓପିଡିରେ ରୋଗୀ ସେବା କରୁଛନ୍ତି ଜୁନିଅର୍ ଡାକ୍ତର। ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି PGIMR ଏଣ୍ଡ କ୍ୟାପିଟାଲ ହସ୍ପିଟାଲ ଜୁନିୟର ଡାକ୍ତର ସଂଘ। କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ସଚିବ…