Tag: Festival

ଚାଲିଛି ଖାଦ୍ୟ ମହୋତ୍ସବ

ଭୁବନେଶ୍ୱର : ଆରମ୍ଭ ହେଲା ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫ । ଇଡକୋ ପ୍ରଦଶନି ପଡିଆରେ ୨୩ ଡିସେମ୍ବର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ମହୋତ୍ସବ। ଏଠାରେ ଆମିଷ ,ନିରାମିଷ,ବିଭିନ ପ୍ରକାର ପିଠା ପଣI, ବିଲୁପ୍ତ ହୋଇଯାଉଥିବI…

ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚଆଜି ସଂଧ୍ୟାରେ ଉଦଘାଟନ ସମାରୋହଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର…

“UNESCO” ତାଲିକାରେ ଅନ୍ତର୍ଭୁକ୍ତ ହେଲା ଦୀପାବଳି |

ଭାରତର ଉତ୍ସବ ସଂସ୍କୃତିର ଆତ୍ମା​​ ଦୀପାବଳି ପର୍ବ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ଏବଂ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଦୀପାବଳି ପର୍ବ ଆମର ସଂସ୍କୃତି, ପରମ୍ପରା ଏବଂ…