Tag: gas

୧୦ ସମସ୍ୟା ଦୂର କରିବ ଅଦା

ଅଦା ଏକ ମସଲା ନୁହେଁ ଏହା ଏକ ପ୍ରାକୃତିକ ଔଷଧ ଭାବରେ କାମ କରେ। ଏହାକୁ ଆୟୁର୍ବେଦରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଦ୍ୟ ବ୍ୟତୀତ ଏହାକୁ ଘରୋଇ ଉପଚାରରେ ମଧ୍ୟ ବ୍ୟବହାର କରାଯାଏ। ଏହା ଆପଣଙ୍କ ହୃଦୟ ପାଇଁ…