Tag: iranprotest

ଇରାନ ସ୍ଥିତି ଗମ୍ଭୀର :ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଇରାନରେ ଥିବା ଭାରତୀୟ ଶିକ୍ଷାର୍ଥୀ, ଶ୍ରଦ୍ଧାଳୁ, ବ୍ୟବସାୟୀ ଓ ପର୍ଯ୍ୟଟକମାନେ ତୁରନ୍ତ ଉପଲବ୍ଧ ଥିବା ସମସ୍ତ ବ୍ୟବସ୍ଥାକୁ ଆପଣାଇ ସ୍ୱଦେଶ ଫେରି ଆସିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି I ଇରାନରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ଆନ୍ଦୋଳନ (Iran…