Tag: irctc

ଆସିଲା ଭାରତୀୟ ରେଳର ନୂଆ ନିୟମ

ଭୁବନେଶ୍ୱର : ବଦଳିଲା ବନ୍ଦେ ଭାରତ ଟ୍ରେନର ନିୟମ I ଏଥର ଆପଣ ବନ୍ଦେ ଭାରତ ରେଳରେ ଯାତ୍ରା ସମୟରେ ଲୋକାଲ ଖାଦ୍ୟର ମଜା ନେଇପାରିବେ I ତେଣୁ ଭାରତୀୟ ରେଳବାଇ ବନ୍ଦେ ଭାରତ ଟ୍ରେନଗୁଡ଼ିକରେ ଆଞ୍ଚଳିକ ଖାଦ୍ୟ ପ୍ରଚଳନ କରିବାର…