Tag: odishakhabar

୩ IAS ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର : ୩ IAS ଅଧିକାରୀଙ୍କୁ ପଦୋନ୍ନତି ରାଜ୍ୟର ୩ IAS ଅଧିକାରୀଙ୍କୁ ପଦୋନ୍ନତି ଦେଲେ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ସରକାର ଆର୍‌. ସନ୍ଥନ ଗୋପାଳନ୍ ପ୍ରମୁଖ ସଚିବ ଭାବେ ପଦୋନ୍ନତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ…

IAS ଅଫିସର୍‌ଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ୍

ଭୁବନେଶ୍ୱର : ସମ୍ପତ୍ତି ସୂଚନା ଦେବାକୁ IAS ଅଫିସର୍‌ଙ୍କୁ ତାଗିଦ୍ *ସମ୍ପତ୍ତି ବିବରଣୀ ନଦେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ *ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ୍ *ଜାନୁଆରୀ ପହିଲାରୁ ୩୧ ତାରିଖ ଭିତରେ ସମ୍ପତ୍ତି ବିବରଣୀ ଦେବାକୁ ନିର୍ଦ୍ଦେଶ *ନହେଲେ…

ଏଣିକି ଅଫଲାଇନରେ ବି ପୈଠ ହେବ ଇ-ଚାଲାଣ

ଭୁବନେଶ୍ୱର: ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ନଗଦ ଟଙ୍କା ଗ୍ରହଣ କରିବା ପାଇଁ RTOଙ୍କୁ ନିର୍ଦେଶ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିଆଯିବ ସ୍ବତନ୍ତ୍ର ଦାୟିତ୍ବ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳ ଲୋକଙ୍କ ପାଇଁ ହେବ ସହାୟକ ମୋବାଇଲକୁ OTP ଯାଉ ନଥିବାରୁ…

ଚାଲିଛି ଖାଦ୍ୟ ମହୋତ୍ସବ

ଭୁବନେଶ୍ୱର : ଆରମ୍ଭ ହେଲା ଓଡ଼ିଶା ଖାଦ୍ୟ ମହୋତ୍ସବ ୨୦୨୫ । ଇଡକୋ ପ୍ରଦଶନି ପଡିଆରେ ୨୩ ଡିସେମ୍ବର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ମହୋତ୍ସବ। ଏଠାରେ ଆମିଷ ,ନିରାମିଷ,ବିଭିନ ପ୍ରକାର ପିଠା ପଣI, ବିଲୁପ୍ତ ହୋଇଯାଉଥିବI…

ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚଆଜି ସଂଧ୍ୟାରେ ଉଦଘାଟନ ସମାରୋହଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର…

ଦିଲ୍ଲୀରେ ବାଂଲାଦେଶକୁ ବିରୋଧ

ଭୁବନେଶ୍ୱର: ବାଂଲାଦେଶରେ ହତ୍ୟା କରାଯାଇଥିବା ଦୀପୁଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବିକରି ହଜାରହଜାର ଲୋକ ଶୋଭାଯାତ୍ରାରେ କରିଥିଲେI ବାଂଲାଦେଶରେ ଦୀପୁ ଚନ୍ଦ୍ରାଙ୍କ ହତ୍ୟା ବିରୋଧରେ ଜାତୀୟ ରାଜଧାନୀରେ ପ୍ରତିବାଦ ଆରମ୍ଭ ହେବା ସହିତ ଢାକାରୁ ଦିଲ୍ଲୀକୁ ଦଙ୍ଗା ଆରମ୍ଭ ହୋଇଛି। ଗତ…

ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ

ଭୁବନେଶ୍ୱର : ରୋଗୀ ସେବାରେ ନୂଆ ଆମ୍ବୁଲାନ୍ସ ସାମିଲ I ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ Iରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ I ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି I ପ୍ରଥମ…

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା; ବଢ଼ିଲା ଟିକେଟ୍‌ ଦର I

ଭୁବନେଶ୍ୱର :ରେଳବାଇ ୨୬ ଡିସେମ୍ବର, ୨୦୨୫ ଠାରୁ ରେଳବାଇ ପୁଣି ଯାତ୍ରୀ ଭଡ଼ା ବୃଦ୍ଧି କରିଛି । ଡିସେମ୍ବରରୁ ଲାଗୁ ହୋଇଥିବା ଆର୍ଥିକ ବର୍ଷ ୨୬ରେ ରେଳ ମନ୍ତ୍ରଣାଳୟ ଦ୍ୱିତୀୟ ଥର ପାଇଁ ଯାତ୍ରୀ ଭଡ଼ା ବୃଦ୍ଧି କରିଛି | ୨୧୫…

ଟ୍ରେନ୍ ଧକ୍କାରେ ୮ ହାତୀ_ମୃତ

ଆସାମ :ଆସାମର ହୋଜାଇ ଜିଲ୍ଲାର ଜମୁନାମୁଖ ପୋଲିସ ଷ୍ଟେସନ ଅନ୍ତର୍ଗତ ସାଇରଙ୍ଗ-ନୂଆ ଦିଲ୍ଲୀ ରାଜଧାନୀଏକ୍ସପ୍ରେସ ହାତୀ ପଲ ସହିତ ଧକ୍କା ହେବା ଫଳରେ 8ଟି ହାତୀର ମୃତ୍ୟୁ ଘଟିଛି ଏବଂ ଗୋଟିଏ ଛୁଆହାତୀ ଗୁରୁତର ଆହତ ହୋଇଛି। ରେଳବାଇ କର୍ତ୍ତୃପକ୍ଷ ନିଶ୍ଚିତ…