Tag: planecrash

ବିମାନ ଦୁର୍ଘଟଣାଗ୍ରସ୍ତର ହେବ ତଦନ୍ତ

ଭୁବନେଶ୍ୱର: ଅବତରଣ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ I ରାଉରକେଲାର ରଘୁନାଥପାଲିରେ ବିମାନ କ୍ରାସ୍ ହୋଇଛି I ଏହି ଦୁର୍ଘଟଣାରେ ପାଇଲଟ ସହ 6 ଗୁରୁତର ହୋଇ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ୯ ସିଟର ବିମାନ…