Tag: rajpath infracon

ରାସ୍ତା ନିର୍ମାଣରେ NHAI ରେକର୍ଡ

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ଆନ୍ଧ୍ରପ୍ରଦେଶ ରାଜପଥରେ NHAI ଚାରୋଟି ଗିନିଜ୍ ରେକର୍ଡ ସ୍ଥାପନ କରିଛି I ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଆନ୍ଧ୍ରପ୍ରଦେଶର 343 କିଲୋମିଟର ବେଙ୍ଗାଲୁରୁ-କଡପା-ବିଜୟୱାଡା ଅର୍ଥନୈତିକ କରିଡରର 2 ଏବଂ 3 ପ୍ୟାକେଜରେ ଗୋଟିଏ ସପ୍ତାହରେ ଚାରୋଟି ଗିନିଜ୍…