ଭୁବନେଶ୍ୱର: ବିଏମସି ବୁଲା କୁକୁରମାନଙ୍କ ପାଇଁ ସ୍ଥାୟୀ ଆଶ୍ରୟସ୍ଥଳ ଯୋଜନା କରୁଛି। କୁକୁରମାନଙ୍କୁ ସେମାନଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଆଶ୍ରୟସ୍ଥଳରେ ରଖାଯିବ। ସେମାନଙ୍କୁ ଖାଦ୍ୟ, ଯତ୍ନ ଏବଂ ଚିକିତ୍ସା ଯୋଗାଇ ଦିଆଯିବ। ଭୁବନେଶ୍ୱରରେ ବୁଲା କୁକୁରଙ୍କ ସଂଖ୍ୟା ଜାତୀୟ ହାରଠାରୁ ଅଧିକ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।