ଦିଲ୍ଲୀ: ଲୁଥ୍ରା ବ୍ରଦର୍ସଙ୍କୁ ଗରିଫ କଲା ଗୋଆ ପୋଲିସ | ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗିରଫ କିଛି ସମୟରେ ୨ ଭାଇଙ୍କୁ କୋର୍ଟରେ ହାଜର କରାଯିବ ଗୋଆ କ୍ଲବରେ ଅଗ୍ନିକାଣ୍ଡ ପରେ ଥାଇଲାଣ୍ଡ ପଳାଇଥିଲେ ଗୋଆ କ୍ଲବ ଅଗ୍ନିକାଣ୍ଡରେ ଯାଇଥିଲା ୨୫ ଜୀବନ |