ଭୁବନେଶ୍ୱର : ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ I ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ I ରାଜ୍ୟରେ ଫେବ୍ରୁଆରୀ ୧୨ରେ ରାଷ୍ଟ୍ରପତି ଶାସନକୁ ବର୍ଷେ ପୂରଣ ହେବ I ୟୁମନାମ ଖେମଚନ୍ଦ ସିଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ I ୬୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ରହିଛି I