ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ
*ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାପିକୁ ଗିରଫ କଲା ପୋଲିସ
*ଗଞ୍ଜାମରୁ ଗିରଫ କଲେ ସ୍ପେସାଲ ସ୍କ୍ବାଡ୍‌ ଓ ଧଉଳି ଥାନା ପୋଲିସ
*ପୂର୍ବରୁ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ
*ଘଟଣାସ୍ଥଳରେ ସିନ ରିକ୍ରିଏସନ କରିଛି ପୋଲିସ |
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେବା ପରେ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ବ୍ୟାପକ ହୋଇଥିଲା ।