ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।
୧୧ଦିନ ଧରି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ
ଆଜି ସଂଧ୍ୟାରେ ଉଦଘାଟନ ସମାରୋହ
ଅଧିକ ସଂଖ୍ୟକ ଦର୍ଶକ ସୁବିଧାରେ ଧନୁଯାତ୍ରାକୁ ଉପଭୋଗ କରିପାରିବେ, ତାହାର ବ୍ୟବସ୍ଥା କରାଯାଇଛି ।