ଭୁବନେଶ୍ୱର : ଟପ୍ ମାଓ ନେତା ଗଣେଶ ମୃତ
ଟପ ମାଓ ନେତା ଗଣେଶ ମୃତ I ଯବାନଙ୍କ ଗୁଳିରେ ୫ ମାଓବାଦୀ ମୃତ I ମାଓ ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ମୃତ I
ଗଣେଶ ନାଁରେ ଥିଲା ୧ କୋଟି ୨୦ ଲକ୍ଷର ପୁରସ୍କାର I ଫୁଲବାଣୀ ଏନକାଉଣ୍ଟରରେ ନିହତ ମାଓ ନେତା I
ଗଣେଶ ସମେତ ୪ ଜଣ ସହଯୋଗୀ ନିହତ ସୂଚନା ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ I
ଗୁଇନ୍ଦା ଖବର ପାଇ ଅପରେସନ କରାଯାଇଥିଲା I ୨ଟି ଇନସାସ୍‌ ରାଇଫଲ୍ ସହ ଗୋଟିଏ ୩୦୩ ରାଇଫଲ୍ ଜବତ ହୋଈଛି I
କନ୍ଧମାଳ ଜିଲ୍ଲାରେ ଚାଲୁଥିବା ମିଳିତ ଅପରେସନରେ ନକ୍ସଲ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୫ଜଣ ନକ୍ସଲବାଦୀ ନିହତ ହୋଇଛନ୍ତି।