ଭୁବନେଶ୍ୱର : ସମ୍ପତ୍ତି ସୂଚନା ଦେବାକୁ IAS ଅଫିସର୍‌ଙ୍କୁ ତାଗିଦ୍
*ସମ୍ପତ୍ତି ବିବରଣୀ ନଦେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
*ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ତାଗିଦ୍
*ଜାନୁଆରୀ ପହିଲାରୁ ୩୧ ତାରିଖ ଭିତରେ ସମ୍ପତ୍ତି ବିବରଣୀ ଦେବାକୁ ନିର୍ଦ୍ଦେଶ
*ନହେଲେ ପଦୋନ୍ନତି ବନ୍ଦ ସହ ଅନ୍ୟ ଶୃଙ୍ଖାଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ
*ମୁଖ୍ୟ ଶାସନ ସଚିବଙ୍କୁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର (ଡିଓପିଟି) ଚିଠି
*ସମସ୍ତ ଆଇଏଏସ୍ ଅଧିକାରୀଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ