ଭୁବନେଶ୍ୱର : ଖୁବ୍ ଶୀଘ୍ର ହେବ ପୁରୀ ଜିଲ୍ଲା ମଡେଲ ସିଟି I ଆସନ୍ତା ୫ ତାରିଖରେ ହେବାକୁ ଥିବା PKDA ସହ ବୈଠକରେ ପୁରୀ ଜିଲ୍ଲାକୁ ମଡେଲ ସିଟି ଭାବେ ବିକଶିତ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି I PKDA ଅଞ୍ଚଳପରିଧି ବୃଦ୍ଧି କରାଯିବ ସହ କର୍ପୋରେସନ ଅଞ୍ଚଳମଧ୍ୟ ବଢିବ, ଆଇନ କାନୁନ କୋହଳ ଓ ଲୋକାଭିମୁଖୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି Iପୁରୀକୁ ମହାନଗରନିଗମ ଭାବେ ମାନ୍ୟତା ପାଇବାପରେ ସହରର ଗୁରୁତ୍ୱ ,ବିକାଶ ଉପରେ ଅଧିକ ଧ୍ୟାନ ଦିଆଯାଉଛି I ଦିନକୁ ଦିନ ସହରକୁ ଆସୁଥିବା ପର୍ଯ୍ୟଟକ,ଭକ୍ତ, ଲୋକ, ଯାତ୍ରୀ, ଦର୍ଶକ ମାନଙ୍କ ସୁବିଧା ଓ ଆରIମ୍ ଲାଗି ମଡେଲ ସିଟି ହେବI ଏକାନ୍ତ ଆବଶ୍ୟକ I