ଭୁବନେଶ୍ୱର: ରାଜରାସ୍ତାରୁ ଡିଜେଲ୍‌ ଚାଳିତ ଆମ ବସ୍‌କୁ ହଟାଇ ଗଡ଼ିବ କେବଳ ଇଭି ଆମ ବସ୍‌ ଚାଲିବ I ଏଣିକି ରାସ୍ତାରେ ଗଡ଼ିବ କେବଳ ଇଭି ଆମ ବସ୍‌ ଚଳାଇବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି I ଡିଜେଲ ବସ୍‌କୁ ଧିରେ ଧିରେ ସ୍କାର୍ପ କରାଯିବା ସହ ଇଭି ବସ୍‌ ଅଣାଯିବ’ ବୋଲି ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ I