ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଥମ ଥର କ୍ୟାମ୍ପେନ୍ ପରେ ଏବେ ଦ୍ବିତୀୟ ଏବଂ ତୃତୀୟ ଦଫାରେ ଗ୍ରାଉଣ୍ଡ ଯିବାକୁ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏପଟେ ପ୍ରଚାରରେ ପଛରେ ନପଡ଼ିବାକୁ ସବୁ କଳ ବଳ ଲଗାଇଥିଲେ ବି ବିଜେଡି ପାଇଁ ଅଭାବ ଥିଲା କେବଳ ନବୀନଙ୍କ ଉପସ୍ଥିତି।

youtube placeholder image