୫ ବର୍ଷରେ କୋଟିଏ ଚାକିରିର ପ୍ରତିଶ୍ରୁତି ଦେବା ସହ ଲକ୍ଷପତି ଯୋଜନାରେ ମହିଳାଙ୍କୁ ମିଳିବ ୨ ଲକ୍ଷ ସହାୟତା। ତାସହ ମହିଳାଙ୍କ ପାଇଁ ଆରମ୍ଭ ହେବ ‘ମିଶନ୍ କୋଟିପତି’। ଯେଉଁଥିରେ ମହିଳା ଉଦ୍ୟୋଗୀଙ୍କୁ କୋଟିପତି କରିବା ଲକ୍ଷ୍ୟ ରଖିଛି ଏନଡିଏ। ମାଆ ସୀତାଙ୍କ ଜନ୍ମପୀଠକୁ ‘ସୀତାପୁରମ୍’ ନାଁରେ ନାମିତ କରି ବିକଶିତ କରାଯିବ। ପଛୁଆ ବର୍ଗର ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ।

youtube placeholder image