ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଢେଙ୍କାନାଳରେ ଏହାର ମେଗା ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ 1,447+ ଏକର ଜମି ଆବଣ୍ଟନ ପାଇଛି। ବେଦାନ୍ତ ଓଡ଼ିଶାର ଢେଙ୍କାନାଳରେ ୧.୨୮ ଲକ୍ଷ କୋଟି ଟଙ୍କା ନିବେଶରେ ୪,୯୦୦ ମେଗାୱାଟ କ୍ଷମତା ବିଶିଷ୍ଟ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ଆରମ୍ଭ ସଯିବାକୁ ଯାଉଛି I ଏହି ପ୍ଲାଣ୍ଟ ( ବାର୍ଷିକ ୩ ନିୟୁତ ଟନ୍ (MTPA) ଆଲୁମିନିୟମ୍ ସ୍ମେଲ୍ଟର ସ୍ଥାପନ କରିବାକୁ ଯୋଜନା କରୁଛି। ଏହି ଯୋଜନାରେ ନିବେଶ: ₹1.28 ଲକ୍ଷ କୋଟି ହେବ ଓ ନିଯୁକ୍ତି କ୍ଷେତ୍ରରେ 30,000 ଲୋକେ ରୋଜଗାର ପାଇବେ I