ସୁବିଧା ଯାତ୍ରା ପାଇଁ ରେଲୱେର ପଦକ୍ଷେପ
ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀ ହନ୍ତସନ୍ତ ଘଟଣା
ଲୋକଙ୍କ ସୁବିଧା ଯାତ୍ରା ପାଇଁ ଦାୟିତ୍ୱ ନେଲା ରେଳବାଇ
ଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା
ସାବରମତୀ ଓ ଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍୩୭ଟି ଟ୍ରେନରେ ଯୋଡାଗଲା ୧୧୬ କୋଚ୍