ପୁରୀରେ ଟିମ୍‌ ଇଣ୍ଡିଆର_୪ଖେଳାଳି
ପୁରୀରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳି
T-20 ମ୍ୟାଚ୍‌ ପୂର୍ବରୁ ଜଗା ଦର୍ଶନ ପାଇଁ ଯାଇଛନ୍ତି ଖେଳାଳି
କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ
କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର
କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କଲେ ଖେଳାଳି