Tag: criket

ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା

ଭୁବନେଶ୍ୱର : ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି I ଭାରତରୁ ତାର ଟି-ଟ୍ୱେଣ୍ଟି ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବାକୁ ଆଇସିସି ନିକଟରେ କରିଥିବା ଲିଖିତ ଦାବି ଖାରଜ ହୋଇଛି । ବିସିବି ଅନୁରୋଧ ଉପରେ ବଡ଼ ନିଷ୍ପତ୍ତି ଶୁଣାଛନ୍ତି…

IPL ନିଲାମ ତାଲିକାରେ ୨ଓଡ଼ିଆ କ୍ରିକେଟର

IPL_ନିଲାମତାଲିକାରେ୨ଓଡ଼ିଆକ୍ରିକେଟରଙ୍କ_ନାଁ ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଲା BCCIରାଜେଶ ମହାନ୍ତି ଓ ସ୍ବସ୍ତିକ ସାମଲଙ୍କ ନାଁ ଯୋଡ଼ି ହେଲାଉଭୟଙ୍କ ବେସ୍‌ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କାନିଲାମ ତାଲିକାରେ ଅଛନ୍ତି ମୋଟ୍‌ ୩୬୯ ଜଣ ଖେଳାଳି

ଜଗା ଦର୍ଶନ ପାଇଁ ପୁରୀ ଗଲେ ଅଧିନାୟକ |

ପୁରୀରେ ଟିମ୍‌ ଇଣ୍ଡିଆର_୪ଖେଳାଳିପୁରୀରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସହ ୪ ଖେଳାଳିT-20 ମ୍ୟାଚ୍‌ ପୂର୍ବରୁ ଜଗା ଦର୍ଶନ ପାଇଁ ଯାଇଛନ୍ତି ଖେଳାଳିକ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀକୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦରକଡ଼ା ସୁରକ୍ଷା ମଧ୍ୟରେ…