ଚର୍ଚ୍ଚାରେ ଅଭିନେତ୍ରୀ ଗିରିଜା ଓକ୍।
କୌଣସି ଫିଲ୍ମ ପ୍ରମୋଶନ୍ ଲାଗି ନୁହେଁ, କି କୌଣସି ବଡ଼ ୱେବ୍ ସିରିଜ୍ ରିଲିଜ୍ ନୁହେଁ |ଗୋଟେ ଇଣ୍ଟରଭ୍ୟୁ କ୍ଲିପ୍ ଲାଗି ଭାଇରାଲ ହେବାରେ ଲାଗିଛନ୍ତି ଗିରିଜା ଓକ୍ |
ଇଣ୍ଟରଭ୍ୟୁ କ୍ଲିପରେ ସେ ନୀଳ ସାଡ଼ି ପିନ୍ଧିଥିଲେ | କେତେକ ଅସାଧୁ ସୋସିଆଲ ମିଡିଆ ବ୍ୟବହାରକାରୀ, ତାଙ୍କ ଛବିକୁ ଏଆଇ ଉପରେ ମର୍ଫ୍ କରି, ଅନୁଚିତ ଓ ଅପମାନଜନକ ରୂପରେ ପ୍ରସାରଣ କରିବାପରେ ସେ ଇଣ୍ଟେରନେଟରେ ଭାଇରଲ ହେବାରେ ଲାଗିଛନ୍ତି | ସେ କହିଥିଲେ – ଫିଜିକ୍ସ ପ୍ରଫେସର “waves” କୁ “babes” ବୋଲି ଉଚ୍ଚାରଣ କରୁଥିଲେ। ଏହି କ୍ଲିପ୍ ଏତେ ମାତ୍ରାରେ ଭାଇରାଲ୍ ହେଲା ଯେ ଗିରିଜା ଓକ୍ ଏବେ ନୂଆ ନ୍ୟାସନାଲ୍ କ୍ରଶ୍ ପାଲଟିଯାଇଛନ୍ତି ।
ସୋସିଆଲ ମିଡିଆରେ ଦର୍ଶକମାନେ ଖୋଜିବା ଆରମ୍ଭ କରିଛନ୍ତି | ତେବେ ଗିରିଜା କହିଛନ୍ତି ତାଙ୍କ ଛବିକୁ AIରେ ଦୁରୁପଯୋଗ କରିବା ଅଗ୍ରହଣୀୟ ଏବଂ ଏହା ତାଙ୍କ ସ୍ୱାଭିମାନକୁ ଆଘାତ ଦେଇଛି | ଜେତେବେଳେ ତାଙ୍କୁ ଟ୍ରେଣ୍ଡ୍ ବିଷୟରେ ପଚାରାଗଲା, ସେ ହସି କହିଲେ—
“ଟ୍ରେଣ୍ଡ୍ ଆସେ, ଯାଏ…କିନ୍ତୁ ମୋର ଧ୍ୟାନ ମୋ କାମ ଉପରେ।”
