youtube placeholder image

ଗଞ୍ଜାମ :ବିକ୍ରମଙ୍କୁ ମିଳିଲାନି ବେଲ୍ | ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଏବଂ ସୁନ୍ୟା ଦାସଙ୍କ ଜାମିନ ଆବେଦନ ଅତିରିକ୍ତ ଜିଲ୍ଲା ସେସନ୍ସ ଜଜ୍ କୋର୍ଟ ଖାରଜ କରିଛନ୍ତି।