ଭୁବନେଶ୍ୱର : ଏଥର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଗତ ବସ୍ ଭଡ଼ାରେ ବଡ଼ ରିହାତି ପାଇପାରିବେ I ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯାତ୍ରା ପାଇଁ କୌଣସି ଖଚ୍ଚ’ କରିବାକୁ ପଡିବ ନାହିଁ I ସେହିପରି କଲେଜ ଛାତ୍ରଛାତ୍ରୀମାନେ ବସ୍ ଭଡ଼ାରେ ୫୦% ରିହାତି ପାଇପାରିବେ I ଏହାଦ୍ୱIରା ଛାତ୍ରଛାତ୍ରୀ ଯାତ୍ରା ସୁଲଭହେବI ସହିତ ସ୍କୁଲ ଯିବାରେ ଆଉ ଅସୁବିଧା ହେବନାହିଁ , ସ୍କୁଲରେ ଉପସ୍ଥାନ ବଢିବ I ଗମନIଗମନର ସୁବିଧା ନଥିବା ସ୍ଥାନ ମାନଙ୍କରେ ଏହି ଯୋଜନIର ଲାଭ ଛାତ୍ରଛାତ୍ରୀ ଓ ଅଭିଭାବକ ମIନେ ନେଇପାରିବେ I ଏହି ସୁବିଧା ଲାଭ ଲାଗି ସ୍କୁଲ ପରିଚୟ ପତ୍ର ଓ ୟୁନିଫର୍ମ ଥିବା ଏକାନ୍ତ ଆବଶ୍ୟକ I