
’
ଭୁବନେଶ୍ୱର: BMC ଆଦାୟ କରିବ ୟୁଜର୍ସ ଫି I ଏଣିକି ରାଜଧାନୀବାସୀଙ୍କ ଠାରୁ BMC ଆଦାୟ କରିବ ୟୁଜର ଫି I ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବBMC I ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ BMC I ଘର, ହୋଟେଲ, ସପିଂ ମଲ୍, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର୍ସ ଫି’I `ସଫା’ ଆପ୍ ମାଧ୍ୟମରେ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀବାସୀ I
ଆବାସିକ ଘର, ଦୋକାନ, ହୋଟେଲ, ଘର, ସପିଂ ମଲ୍, କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ ସାଇଡ୍ ଭେଣ୍ଡର, ଗେଷ୍ଟ ହାଉସ, ହଷ୍ଟେଲରୁ ଆଦାୟ ହେବ ସ୍ୱତନ୍ତ୍ର ୟୁଜର ଫି’ I ମାସିକ ୟୁଜର୍ସ ଫି’ଆଦାୟ କରିବାକୁ ତାଲିକା ପ୍ରସୂତ କଲା BMC I ଏହି ଫୀ ଆଦIୟରୁ ବାର୍ଷିକ 10 କୋଟିରୁ ଅଧିକ ଲାଭ ହେବ ବୋଲି ଆଶI କରIଯାଉଛି I
