ଭୁବନେଶ୍ୱର: ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ମାଷ୍ଟରପ୍ଲାନ ଆସିଲା I ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର ସ୍ଥାପନ I ଏହାକୁ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ I ମେଗା ପ୍ଲାନକୁ ବାସ୍ତବ ରୂପ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର I ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଓ ନୂଆ ବିଧାନସଭା I ୭୧ ଏକର ଜମିରେ ଏହା ନିର୍ମାଣ ହେବIକୁ ଯାଉଛି , ୩,୬୨୩ କୋଟି ଟଙ୍କା ବ୍ୟୟରେ ହେବ ଅତ୍ୟାଧୁନିକ କମ୍ପ୍ଲେକ୍ସ ଓ ୭୧.୧୩ ଏକରରେ ତିଆରି ହେବ ମେଗା କ୍ୟାମ୍ପସ୍‌ I ଏନେଇ ଅନୁମୋଦନ ହୋଇଛି ମାଷ୍ଟରପ୍ଲାନ I ନୂଆ ଲୋକସେବା ଭବନରେ ହେବ ଭୂତଳ ପାର୍କିଂ I