Tag: flower garden

ଜାନୁଆରୀ ୧୦ରୁ ଲୋକ ଭବନ ଉଦ୍ୟାନ ଖୋଲିବ

ଭୁବନେଶ୍ୱର: ଜାନୁଆରୀ ୧୦ରୁ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ଲୋକ ଭବନ ଉଦ୍ୟାନ ଖୋଲିବ I ଭୁବନେଶ୍ୱରର ଲୋକ ଭବନ ଉଦ୍ୟାନ (ରାଜ ଭବନ ଉଦ୍ୟାନ) ଜାନୁଆରୀ ୧୦ରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୬.୧୫…