Tag: odia

ପୁଞ୍ଜି ନିବେଶ କରିବେ ୨ ଆମେରିକା କମ୍ପାନୀ |

୨୦୩୦ ସୁଦ୍ଧା ଭାରତରେ ବିଭିନ୍ନ ବ୍ୟବସାୟରେ ୩୫ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ AMAZON ପ୍ରତିଶୃତି ଦେଇଛି |ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି, ସେ ଭିତ୍ତିଭୂମି ନିର୍ମାଣ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଆବଶ୍ୟକ ଦକ୍ଷତା ପାଇଁ ୧୭.୫ ବିଲିୟନ…

“UNESCO” ତାଲିକାରେ ଅନ୍ତର୍ଭୁକ୍ତ ହେଲା ଦୀପାବଳି |

ଭାରତର ଉତ୍ସବ ସଂସ୍କୃତିର ଆତ୍ମା​​ ଦୀପାବଳି ପର୍ବ ୟୁନେସ୍କୋର ଅମୂର୍ତ ସାଂସ୍କୃତିକ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଏହା ଭାରତ ଏବଂ ବିଶ୍ୱରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଦୀପାବଳି ପର୍ବ ଆମର ସଂସ୍କୃତି, ପରମ୍ପରା ଏବଂ…

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍

ଅଷ୍ଟ୍ରେଲିଆରେ ସୋସିଆଲ୍‌ ମିଡିଆ ବ୍ୟାନ୍ ଅଷ୍ଟ୍ରେଲିଆରେ ଆଜିଠୁ ନୂଆ ନିୟମ *୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ସୋସିଆଲ୍‌ ମିଡିଆ ବ୍ୟାନ୍*ଫେସବୁକ୍, ଟିକ୍‌ଟକ୍, ଇନ୍‌ଷ୍ଟାଗ୍ରାମ୍, ୟୁଟ୍ୟୁବ୍‌ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ*ନଚେତ୍ କଂପାନୀକୁ ୩୩ ମିଲିଅନ୍ ଡଲାର ପର୍ଯ୍ୟନ୍ତ ଜରିମାନା…

ଖସୁଛି ପାରଦ ଥରୁଛି ଓଡ଼ିଶା |

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି | ଉତ୍ତରପଶ୍ଚିମ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଭାବିକ ଠାରୁ କମ ତାପମାତ୍ରା ରହିବ । ଆଗାମୀ 4-5 ଦିନ ରାଜ୍ୟରେ ଜାରି ରହିବ ଶୀତର ପ୍ରଭାବ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡା, ଏବଂ…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଜାରି ହେଲା ଟ୍ରାଫିକ କଟକଣା।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ସର୍ବସାଧାରଣ ନିମନ୍ତେ ଜାରି ହେଲା ଟ୍ରାଫିକ କଟକଣା। ବାରବାଟୀ ପାଇଁ ଟ୍ରାଫିକ୍‌ କଟକଣା । ଆସନ୍ତାକାଲି ଦିନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ କଟକଣା ଲାଗୁ । ମଙ୍ଗଳବାର ସକାଳ ୮ଘଟିକାଠାରୁ ଭିଡ଼ ଭାଙ୍ଗିବା…

ବାରବାଟୀରେ ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି |

ବାରବାଟୀରେ ଆଜି ଅଭ୍ୟାସ କରିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି | ଅପରାହ୍ନ ୧.୩୦ରୁ ୪.୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ | ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫.୩୦ରୁ ୮.୩୦ ଯାଏ ଅଭ୍ୟାସ କରିବ | ନେଟ୍‌ ପ୍ରାକ୍ଟିସ ଦେଖିବା…

କାଲିରାତି ୮ଟା ଭିତରେ ଟଙ୍କା ଫେରାଅ |

ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ | ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି | କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ | ପ୍ରଭାବିତ ଯାତ୍ରୀମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା |…