• ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ସର୍ବସାଧାରଣ ନିମନ୍ତେ ଜାରି ହେଲା ଟ୍ରାଫିକ କଟକଣା।
  • ବାରବାଟୀ ପାଇଁ ଟ୍ରାଫିକ୍‌ କଟକଣା ।
  • ଆସନ୍ତାକାଲି ଦିନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ କଟକଣା ଲାଗୁ ।
  • ମଙ୍ଗଳବାର ସକାଳ ୮ଘଟିକାଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ।
  • ମାତା ମଠ ପଟୁ ମହାନଦୀ ରିଂ ରୋଡ୍‌ରେ ଆସୁଥିବା ଗାଡି ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା |