Tag: pkda

ପୁରୀ ହେବ ମଡେଲ ସିଟି

ଭୁବନେଶ୍ୱର : ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷର ୩୫ତମ ସମୀକ୍ଷା ବୈଠକ ପୁରୀ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀ-କୋଣାର୍କ ଅଞ୍ଚଳର ଐତିହ୍ୟ ସଂରକ୍ଷଣ, ସହର ପରିକଳ୍ପନା, ଗୃହ…